www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ; ପ୍ରେମିକାକୁ ସମୁଦ୍ର କୂଳକୁ ନେଇଥିଲେ ଯୁବକ, ତା’ପରେ ହେଲା ଏମିତି

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହାକୁ ଦେଖି ଲୋକେ ଖୁବ୍‌ ମଜା ନେଇ ଥାନ୍ତି । ଏହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ଭିଡିଓରେ ଜଣେ ପ୍ରେମିକ ଓ ପ୍ରେମିକାଙ୍କୁ ଦେଖିପାରିବେ । ଯୁବକ ଜଣକ ନିଜ ବାନ୍ଧବୀଙ୍କୁ ଖୁସି କରିବାକୁ ସମୁଦ୍ର କୂଅକୁ ବୁଲାଇବାକୁ ନେଇଛନ୍ତି । ଏହାପରେ କୂଳରେ ଥିବା ଏକ ପଥର ଉପରକୁ ଉଭୟ ଯାଇ ସମୁଦ୍ରର ଢେଉ ସହ ଥଣ୍ଡା ପବନର ମଜା ନେଉଥିଲେ । ମାତ୍ର ସେହି ସମୟରେ ଏଭଳି କିଛି ଘଟିଥିଲା, ଯାହା କେହି କେବେ କଳଳ୍ପା ମଧ୍ୟ କରି ନଥିବେ।


ସେହି ସମୟରେ ସମୁଦ୍ରର ଉଚ୍ଚ ଢେଉ ଆସି ଯୁବକ-ଯୁବତୀ ଥିବା ପଥରରେ ଖୁବ୍‌ ଜୋରରେ ମାଡ ହୋଇଥିଲା । ଢେଉରେ ଉଭୟ ତଳକୁ ଖସିପଡିଥିଲେ । ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରାଯାଇଥିଲା । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେବା ସହ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ।

ମାସେ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ସବୁ ସଫଳତା..

- Advertisement -

ମାର୍ଚ୍ଚ ୨୯ରେ ଦୁର୍ଲ୍ଲଭ ଯୋଗ; ବାସ୍‌ ଏହି ସରଳ ଉପାୟରେ ଦୂର ହେବ ଶନିଦଶା, ମିଳିବ ସଫଳତା..

ବର୍ଗର କିଣିବାକୁ ଯାଇ କୋଟିପତି ହେଲେ ଯୁବକ

ଦେଖନ୍ତୁ ଭିଡିଓ; ଗାଁକୁ ପଶିଗଲା ବାଘ, ଲୋକେ ଠେଙ୍ଗା ଧରି..

ରେକର୍ଡ ଭାଙ୍ଗିଲା ସୁନା ଦର ; ଛୁଇଁଲା ୯୦ ହଜାର

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories