ବର୍ଗର କିଣିବାକୁ ଯାଇ କୋଟିପତି ହେଲେ ଯୁବକ

ନୂଆଦିଲ୍ଲୀ : କଥାରେ ଅଛି ଭାଗ୍ୟ କେତେବେଳେ ବଦଳିବ, ତାହା କହିବା ସମ୍ଭବ ନୁହେଁ । ଅଳ୍ପ ସମୟରେ ଭାଗ୍ୟ ବଦଳି କେହି କେହି କୋଟିପତି ମଧ୍ୟ ହୋଇ ଯାନ୍ତି । ଜଣେ ଯୁବକ ବର୍ଗର ଖାଇବାକୁ ଯାଇ କୋଟିପତି ହୋଇଛନ୍ତି । ଏଭଳି ଏକ ଘଟଣା ବ୍ରିଟେନ୍‌ରୁ ସାମ୍ନାକୁ ଆସିଛି । ଘଟଣା ବିଷୟରେ ଜାଣି ଯେକେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ । ଜଣେ ବ୍ୟକ୍ତି ବର୍ଗର ଖାଇ ଘରକୁ ଫେରିବା ସମୟରେ ତାଙ୍କ ଭାଗ୍ୟ … Continue reading ବର୍ଗର କିଣିବାକୁ ଯାଇ କୋଟିପତି ହେଲେ ଯୁବକ