www.samajalive.in
Sunday, December 7, 2025
16.1 C
Bhubaneswar

ମିଳିଲା କମିଶନର ଓ ମେୟରଙ୍କ ପ୍ରତିଶ୍ରୁତି, ଧାରଣା ପ୍ରତ୍ୟାହୃତ କଲେ ବିଜେପି ଓ କଂଗ୍ରେସ କର୍ପୋରେଟର

ଭୁବନେଶ୍ବର:କଟକ ମହାନଗର ନିଗମ (ସିଏମସି)ରେ ଅଫିସର-ମେୟର ଓ କର୍ପୋରେଟର ବିବାଦ ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିଛି। କମିଶନର ଓ ମେୟରଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସିଏମସି ଅଫିସର, ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ସମନ୍ବୟ ରହୁଥିବା ପ୍ରତିବାଦ କରି ଧାରଣା ଦିଆଯାଇଥିଲା। ବିଜେପି ଓ କଂଗ୍ରେସ କର୍ପୋରେଟର ୪ ଦଫା ଦାବିରେ ଅହୋରାତ୍ର ଧାରଣା ଦେଇଥିଲେ। ରାତି ସାରା ବିଜେପି ଓ କଂଗ୍ରେସ କର୍ପୋରେଟର ଧାରଣା ଦେଇଥିଲେ। ଆଜି ସିଏମସି କର୍ପୋରେଟର ଓ ମେୟର ପ୍ରତିଶ୍ରୁତି ଦେବା ପରେ ବିଜେପି ଓ କଂଗ୍ରେସ କର୍ପୋରେଟର ଧାରଣା ପ୍ରତ୍ୟାହାର କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories