www.samajalive.in
Thursday, December 11, 2025
16.1 C
Bhubaneswar

ଫିନ୍‌ଲାଣ୍ଡ-ଡେନ୍‌ମାର୍କ ମ୍ୟାଚ ଅଧାରୁ ସ୍ଥଗିତ, ପଡ଼ିଆରେ ଏରିକ୍‌ସନ ଗୁରୁତର

କୋପେନ୍‌ହାଗେନ୍‌: କୋପେନ୍‌ହାଗେନସ୍ଥ ପାର୍କେନ ଷ୍ଟାଡ଼ିୟମରେ ୟୁରାକପ୍‌ ଫୁଟବଲର ଶନିବାର ଗ୍ରୁପ-ବି ର ପ୍ରଥମ ଲିଗ୍‌ ମ୍ୟାଚ ଡେନମାର୍କ ଓ ଫିନ୍‌ଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଉକ୍ତ ମ୍ୟାଚ ଅଧାରୁ ସ୍ଥଗିତ ରଖାଯାଇଛି। ଖେଳର ୪୨ ମିନିଟ୍‌ରେ ଡେନମାର୍କର କ୍ରିଷ୍ଟିଆନ ଏରିକ୍‌ସନ ଅସୁସ୍ଥ ହୋଇପଡ଼ିଥିଲେ। ଦୌଡ଼ିକି ଯାଉଥିବା ବେଳେ ଏରିକ୍‌ସନ ତଳେ ପଡ଼ିଯାଇଥିଲେ। ପଡ଼ିଆ ଭିତରେ ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରିଥିଲେ ମଧ୍ୟ ସେ ଉଠିନଥିଲେ। ପରେ ତାଙ୍କୁ ଚିକିତ୍ସା ଲାଗି ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଆଯାଇଥିଲା। ପଡ଼ିଆ ଭିତରେ ଖେଳାଳି ଅସୁସ୍ଥ ହୋଇପଡ଼ିବାରୁ ମ୍ୟାଚକୁ ସ୍ଥଗିତ ରଖାଯାଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories