www.samajalive.in
Saturday, December 13, 2025
21.1 C
Bhubaneswar

ବେଆଇନ ଦେଶୀମଦ ଜବତ, ୨ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ କୋଚିଳା ନୂଆଗାଁରୁ ୧୦୫ ଲିଟର ବେଆଇନ୍ ଦେଶୀମଦ ଜବତ କରିବା ସହ ୨ଜଣ ମଦ ବ୍ୟବସାୟୀଙ୍କୁ ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ସେହି ଗ୍ରାମର ସିଦ୍ଧାର୍ଥ ମଲ୍ଲିକ ଓ ମୁରଲୀ ବାନରା । ଆଦିବାସୀ ଅଧ୍ୟୁସିତ କୋଚିଳା ନୂଆଗାଁ ଅଞ୍ଚଳରେ ବେଆଇନ୍ ମଦ ରନ୍ଧା ଯାଉଥିବା ଓ ମଦ କାରବାର ହେଉଥିବା ବିଶେଷ ସୁତ୍ରରୁ ଖବର ପାଇ ଏସ୍ଆଇ ଅବିନାଶ ରାଉତ ସଦଳବଳେ ଘଟଣା ସ୍ଥଳରେ ଚଢ଼ଉ କରିଥିଲେ । ସେଠାରେ ଗଚ୍ଛିତ ଥିବା ହଜାରେ ଲିଟରରୁ ଉର୍ଦ୍ଧ ପୋଚକୁ ପୁଲିସ ନଷ୍ଟ କରିଦେଇଥିବା ଜଣା ପଡ଼ିଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories