ନୂଆଦିଲ୍ଲୀ : ନିର୍ବାଚନ ଆୟୋଗ ସମସ୍ତ କ୍ଷମତା ଦଖଲ ପୂର୍ବକ ରାଜ୍ୟ ସରକାରଙ୍କୁ କାମ କରିବାକୁ ଦେଉ ନାହାନ୍ତି ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ଅଭିଯୋଗ କରିଛନ୍ତି। ଏ ନେଇ ସେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରାଙ୍କ ନିକଟକୁ ପତ୍ର ଲେଖିଛନ୍ତି। ନାଇଡୁ କହିଛନ୍ତି ଯେ ନିର୍ବାଚନ ଆଚରଣବିଧି ଲାଗୁ ଯୋଗୁଁ ସେ କୌଣସି ସମୀକ୍ଷା ବୈଠକ କରିପାରୁ ନାହାନ୍ତି।
Popular Categories


