www.samajalive.in
Saturday, December 6, 2025
26.1 C
Bhubaneswar

ଚନ୍ଦକାରେ ଅସୁସ୍ଥ ହାତୀ ଛୁଆ ମୃତ

ଭୁବନେଶ୍ଵର: ଚନ୍ଦକା ଗୋଡିବାରିରେ ଅସୁସ୍ଥ ହାତୀ ଛୁଆର ମୃତ୍ୟୁ । ଚିକିତ୍ସାଧିନ ଅବସ୍ଥାରେ ବଲାଙ୍ଗୀର ଦେଓଗାଁରୁ ଆସିଥିବା ୩ ବର୍ଷର ହାତୀ ଛୁଆର ମୃତ୍ୟୁ ହୋଇଛି। ଚନ୍ଦକା ଡମପଡା ଅଭୟାରଣ୍ୟର ଗୋହିବାରି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ତାର ଚିକିତ୍ସା ଚାଲିଥିଲା। ସପ୍ତାହେ ହେବ ନନ୍ଦନକାନନ ଓ ଓୟୁଏଟି ଟିମ୍ ତାର ଚିକିତ୍ସାରେ ଲାଗିଥିଲେ। ଖିଆପିଆ କରିପାରୁନଥିବାରୁ ଲଗାତାର ସାଲାଇନ୍ ଦିଆଯାଉଥିଲା। ପାଟିରେ ଘା ହୋଇଯାଇଥିବାରୁ ଡାକ୍ତରମାନେ ଆଣ୍ଟି ବାୟୋଟିକ୍ ମଧ୍ୟ ଦେଇଥିଲେ। ହାତୀ ଛୁଆକୁ ସୁସ୍ଥ କରିବାକୁ ସବୁ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ଜୀବନ ବଞ୍ଚାଇ ପାରିନଥିଲେ। ଆଜି ହାତୀ ଛୁଆର ପୋଷ୍ଟମଟମ୍ କରାଯିବ ବୋଲି ଚନ୍ଦକା ଡିଏଫଓଙ୍କ ପକ୍ଷରୁ ସୂଚନା ମିଳିଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories