www.samajalive.in
Saturday, December 6, 2025
16.1 C
Bhubaneswar

ସିବିଏସଇ ୧୦ମ ରେଜଲ୍ଟ ପ୍ରକାଶିତ, ବାଜି ମାରିଲେ ଝିଅ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ୧୦ମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି। ସୋମବାର ଦିନ ୧ଟା ସମୟରେ ଦଶମ ଫଳାଫଳ ଜାରି କରିଛି ସିବିଏସଇ। ଛାତ୍ରଛାତ୍ରୀମାନେ ସିବିଏସଇର ଅଫିସିଆଲ ଓ୍ବେବସାଇଟ୍‌ cbseresults.nic.inରେ ନିଜ ଫଳାଫଳ ଯାଞ୍ଚ କରିପାରିବେ। ଚଳିତ ବର୍ଷ ଦଶମ ଶ୍ରେଣୀର ପାସ୍‌ ହାର ୯୩.୬ ପ୍ରତିଶତ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଏଥର ଭଲ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ୯୪.୭୫% ଛାତ୍ରୀ ପାସ୍‌ କରିଛନ୍ତି। ବୋର୍ଡ଼ ପକ୍ଷରୁ ଆଜି ଦ୍ଵାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ କରାଯିବା ପରେ ଦଶମ ଫଳାଫଳ ଜାରି କରାଯାଇଛି। ସିବିଏସଇ ଦ୍ଵାଦଶ ଶ୍ରେଣୀରେ ପାସ୍‌ ହାର ୮୭.୯୮ ପ୍ରତିଶତ ରହିଛି।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories