www.samajalive.in
Saturday, December 6, 2025
19.1 C
Bhubaneswar

ନାଗାର୍ଜୁନଙ୍କ ଘରେ ଚାଲିଲା ବୁଲଡୋଜର

ସମାଜ ଡିଜିଟାଲ ଡେସ୍କ: ତେଲୁଗୁ ଅଭିନେତା ନାଗାର୍ଜୁନ ଅକ୍କିନେନିଙ୍କ ଘରେ ଚାଲିଛି ବୁଲଡୋଜର। ଯଦିଓ ଏହା ତାଙ୍କ ବାସଭବନ ନୁହେଁ, ତେବେ ୧୦ ଏକର ଜାଗାରେ ତିଆରି ହୋଇଥିବା ନାଗାର୍ଜୁନଙ୍କ ଏନ. କନଭେନ୍‌ସନ ହଲକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ହାଇଦ୍ରାବାଦ ବିପର୍ଯ୍ୟୟ ପରିଚାଳନା ଏବଂ ସମ୍ପତ୍ତି ସଂରକ୍ଷଣ ସଂସ୍ଥା(ଏଚଓ୍ବାଇଡିଆରଆରଏ) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସର୍ବସାଧାରଣ ଜାଗାକୁ ଦଖଲ କରି ନିର୍ମାଣ ହୋଇଥିବାରୁ ଏହା ବେଆଇନ ବୋଲି କହିଛି ଏଚଓ୍ବାଇଡିଆରଆରଏ।

ଅନ୍ୟପଟେ ପ୍ରଶାସନର ଏପରି ପଦକ୍ଷେପକୁ ନେଇ ନାଗାର୍ଜୁନ ଦୁଃଖପ୍ରକାଶ କରିଛନ୍ତି। ସେ କହିଛନ୍ତି, ତାଙ୍କ କନ୍‌ଭେନସନ ହଲ୍‌ ନିର୍ମାଣରେ କୌଣସି ଅନିୟମିତତା ହୋଇନାହିଁ। ତାଙ୍କୁ କୌଣସି ସୂଚନା ଦିଆ ନ ଯାଇ ଘର ଭଙ୍ଗାଯାଇଛି। ଏ ନେଇ ସେ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories