www.samajalive.in
Wednesday, December 10, 2025
26.1 C
Bhubaneswar

ବୌଦ୍ଧ ବ୍ଲକ ଏକ୍ସ କ୍ୟାଡର ଶିକ୍ଷକ ଓ ଗଣଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ

ବୌଦ୍ଧ: ବୌଦ୍ଧବ୍ଲକ ଅନ୍ତର୍ଗତ ବିଜାପଦର କ୍ଲଷ୍ଟରର ଏକ୍ସ କ୍ୟାଡର ଓ ଗଣଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏକ ବୈଠକ ସୁଧୀର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ହରଭଙ୍ଗା ବ୍ଲକ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘର ସଭାପତି ବିରେନ ଦାସିଆ, ସମ୍ପାଦକ ରାଜକିଶୋର ପୃଷ୍ଟି, ସୁବାଶ କୁମାର ପ୍ରଧାନ, ଅଜୟ ପ୍ରଧାନ, ରଂଜିତ ଷଡଙ୍ଗୀ ଓ ରଂଜିତ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏନପିଏସ, ଟ୍ରେଜେରୀ ଦରମା, ନିୟମିତ ହେବାରୁ ବଞ୍ଚିତ ହୋଇଥିବା ଗଣଶିକ୍ଷକ, ଓଟିଇଟିରୁ ବଂଚିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସମସ୍ୟା ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା।

ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବରେ ସୁଶାନ୍ତ ଅମାତ, ସଂପାଦକ ସୁଧୀର ପଟ୍ଟନାୟକ, ଉପସଭାପତି ସୁରେନ୍ଦ୍ର ନାୟକ, ସହସମ୍ପାଦକ ଜୟରାମ ମେହେର ଓ କୋଷାଧ୍ୟକ୍ଷ ଭାବରେ ଲକ୍ଷ୍ମୀଧର ଥପାଙ୍କୁ ମନୋନୀତ କରାଯାଇଥିଲା। ଏଥି ସହିତ ସଂଘର ଉପଦେଷ୍ଟା ଭାବରେ ଯୋଗେଶ ମିଶ୍ର, ମଧୁସୁଦନ ନାୟକ ଓ କାର୍ଯ୍ୟକାରୀ ସଭ୍ୟ/ସଭ୍ୟା ଭାବରେ ସୁମନ୍ତ ମିଶ୍ର, ନିବେଦିତା ମିଶ୍ର, ଗଣମାଧ୍ୟମ ସଂଯୋଜକ ଭାବରେ ସ୍ମରଜିତ ପ୍ରଧାନ, ଉମେଶ ସୁନା ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ସଂଗଠନ ସଂପର୍କରେ ଶିକ୍ଷକ ସୁବାଶ ବେରିହା, ଗିରିଶ ଦାସ, ଜିତେନ୍ଦ୍ର ପ୍ରଧାନ, ଲିଙ୍ଗରାଜ ସାହୁ, ସୁଜିତ ସିଂ ପ୍ରମୁଖ ମତ ରଖିଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories