ଭୁବନେଶ୍ବର: ରାଜ୍ୟ ବିଜେପି ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଉପସ୍ଥିତ ଥିଲେ। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ମନମୋହନ ସାମଲ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟ ବିଜେପି ପରିଚାଳନା କମିଟି ବୈଠକରେ ନିର୍ବାଚନ ପରିଚାଳନା ଓ ବୁଥ ମ୍ୟାନେଜମେଣ୍ଟ ଆଦି ବିଷୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି।
ବିଜେପି ନିର୍ବାଚନ କମିଟି ବୈଠକ, ନିର୍ବାଚନ ପରିଚାଳନା ଓ ବୁଥ ମ୍ୟାନେଜମେଣ୍ଟ ଉପରେ ଆଲୋଚନା
Popular Categories



