ବଲାଙ୍ଗିର: ମା’ ସହ ଝଗଡ଼ା ପରେ ପୁଅ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଶାନ୍ତିଲତାପଡ଼ା ସ୍ଥିତ ଘରୁ ପୁଅର ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କୌଣସି କାରଣରୁ ମା’ ସହ ପୁଅର ଝଗଡ଼ା ହୋଇଥିଲା। କିଛି ସମୟ ପରେ ପୁଅ ଗାମୁଛା ଲଗାଇ ଝୁଲିପଡ଼ିଥିବା ସୂଚନା ମିଳିଛି।
Popular Categories



