www.samajalive.in
Saturday, December 6, 2025
19.1 C
Bhubaneswar

ଗଞ୍ଜାମ: ୧୫ ନମ୍ବର ଜୋନରେ ବିଜେଡ଼ିର ସନାତନ ବେହେରା ବିଜୟୀ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ୧୫ ନମ୍ବର ଜିଲାପରିଷଦ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ସନାତନ ବେହେରା ୯୫୮୬ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ମାତ୍ର ୬୫୩୯ ଖଣ୍ଡ ଭୋଟ ପାଇଥିବା ବେଳେ ସନାତନ ବେହେରା ମୋଟ ୧୬୧୨୫ ଖଣ୍ଡ ଭୋଟ ପାଇଛନ୍ତି । ଅନ୍ୟ ପ୍ରାର୍ଥୀମାନେ ସେଭଳି ଆଖିଦୃଶିଆ ଭୋଟ ପାଇନାହାନ୍ତି।

ପ୍ରକାଶ ଯୋଗ୍ୟ ଯେ, ୨୦୧୭ ନିର୍ବାଚନରେ ୧୫ ନମ୍ବର ଜୋନଟି ବିଜେପି ହାତକୁ ଚାଲି ଯାଇଥିଲା। ଚଳିତ ନିର୍ବାଚନରେ ବିଜେଡି ଏହି ଜୋନକୁ ନିଜ କବଜାରେ ରଖିଛି। ଗଞ୍ଜାମ ବ୍ଲକର ଦୁଇଟି ଜୋନ ଯଥା ୧୪, ୧୫ ନମ୍ବର ଜୋନକୁ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବିଜୁ ଜନତା ଦଳ ଦଖଲ କରିନେଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories