ହରଭଙ୍ଗା : ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଶିବମନ୍ଦିର ପ୍ରାଙ୍ଗଣରେ ବିନାୟକ ୟୁଥ କ୍ଲବ କମିଟି ଗଠିତ ହୋଇଅଛି । ଏହି ଅବସରରେ ଏକ ବୈଠକ ଅନୁଷ୍ଟିତ ହୋଇ ସଭାପତି,ସମ୍ପାଦକ ଏବଂ କର୍ମକର୍ତ୍ତା ଚୟନ କରାଯାଇଥିଲା।ସଭାପତି ଭାବେ ଏସ.ସନ୍ତୋଷ ପାତ୍ର, ଉପସଭାପତି ସିକନ ନାୟକ, ସମ୍ପାଦକ ଆସିସ ସାହୁ, ସହ ସମ୍ପାଦକ ମାନସ ରଞନ ବେହେରା, କୋଷାଧକ୍ଷ ଭାବେ ତପନ ସାହୁଙ୍କ ସହ କମିଟି କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି କମିଟି ଆଗକୁ ଅଂଚଳର ବିଭିନ୍ନ ସାମାଜିକ ଉନ୍ନତ ମୁଳକ କାର୍ଯ୍ୟକ୍ରମ କରିବକୁ ନିଷ୍ପତ୍ତି ନେଇଥିଲେ।
Popular Categories



