www.samajalive.in
Thursday, December 11, 2025
15.1 C
Bhubaneswar

ଗିରଫ ହେଲେ ରୋଜଭ୍ୟାଲିର ଓଡିଶା ମୁଖ୍ୟ ବିକ୍ରମଜିତ ଭୌମିକ

ବାଲେଶ୍ୱର :  ଗିରଫ ହେଲେ ରୋଜଭ୍ୟାଲିର ଓଡିଶା ମୁଖ୍ୟ ବିକ୍ରମଜିତ ଭୌମିକ । କୋଲକତାରୁ ଇଓଡବ୍ଲ୍ୟୁ ତାଙ୍କୁ ଗିରଫ କରିଛନ୍ତି । ଗିରଫ ପରେ ବାଲେଶ୍ବର ଓପିଆଇଡି କୋର୍ଟରେ ଇଓଡବ୍ଲ୍ୟୁ ହାଜର କରିଛି । ଜମାକାରୀଙ୍କୁ ଅଧିକ ଲାଭ ଦେବାର ଲୋଭ ଦେଖାଇ ୬ କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗରେ ରୋଜଭ୍ୟାଲି ଓଡିଶା ମୁଖ୍ୟ ଗିରଫ ହୋଇଛନ୍ତି । ତେବେ ଭୌମିକ ଟଙ୍କା ହଡପ୍ କରିଥିବା ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ପରେ ଇଓଡବ୍ଲୁ ପଶ୍ଚିମବଙ୍ଗ ମାଇନା ଅଞ୍ଚଳରୁ ବିକ୍ରମଜିତଙ୍କୁ ଗିରଫ କରିଥିଲା । ୨୦୧୩ ମସିହାରୁ ବିକ୍ରମଜିତ ଫେରାର ଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories