www.samajalive.in
Monday, December 8, 2025
27.1 C
Bhubaneswar

ତହସିଲଦାରଙ୍କ ପରୀକ୍ଷାକେନ୍ଦ୍ର ପରିଦର୍ଶନ

ବେଗୁନିଆ : ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଆଜି ବେଗୁନିଆସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ମାଟ୍ରିକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି । ଉକ୍ତ କେନ୍ଦ୍ରରେ ଗତ ମାଟ୍ରିକ ପରୀକ୍ଷାରେ ପାଇଥିବା ମାର୍କରେ ଅସନ୍ତୁଷ୍ଟ ଥିବା ୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ(ଏସ ଓ ଏସ ସି ) ଅଧୀନରେ ୪୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କିନ୍ତୁ ତହସିଲଦାର ଉକ୍ତ କେନ୍ଦ୍ରରେ ସରକାର ପ୍ରଣୟନ କରିଥିବା କୋଭିଡ ନୀତିନିୟମକୁ ଠିକ ଭାବରେ ପାଳନ କରାଯାଉଛି ନାଁ ନାହିଁ ତାର ତଦାରଖ କରିଥିଲେ । କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଦାୟିତ୍ବରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ସଉରିଚରଣ ମାର୍ଥ। କୋଭିଡ ନୀତି ନିୟମକୁ ପାଳନ କରି ପରୀକ୍ଷା ଠିକ ଭାବରେ କରୁଥିବାର ଦେଖି ଶ୍ରୀ ମଣ୍ଡଳ ସନ୍ତୋଷ ପ୍ରକାଶ କରିଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories