www.samajalive.in
Friday, December 5, 2025
23.1 C
Bhubaneswar

କିଏ ପିନ୍ଧିବ ବିହାର ମୁକୁଟ: ବିଜୟ ପାଇଁ ଆଗରେ ଏନଡିଏ, ପଛରେ ଚାଲିଛି ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭାରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ବିଜେପି, ଜେଡିୟୁ ଏବହ ଏଲଜେପିକୁ ନେଇ ଗଠିତ ଏନଡିଏ କ୍ଷମତା ବଜାୟ ରଖିବାକୁ ଜୋରଦାର ପ୍ରୟାସ କରିଛି । ସେପଟେ ଆରଜେଡି ଏବଂ କଂଗ୍ରେସକୁ ନେଇ ଗଠିତ ମହାମେଣ୍ଟ କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ହୋଇଥିବା ଗଣତିରେ ବର୍ତ୍ତମାନ ସୁଦ୍ଧା ଏନଡିଏ ଆଗୁଆ ରହିଛି । ଏନଡିଏମକୁ କଡା ଟକ୍କର ଦେଇ ଚାଲିଛି ମହାମେଣ୍ଟ ।

ବିହାରରେ ୨୪୩ ବିଶିଷ୍ଟ ବିଧାନସଭା ଆସନରେ ଏନଡିଏ ବର୍ତ୍ତମାନ ସୁଦ୍ଧା ୧୦୪ଟି ସିଟରେ ଆଗୁଆ ରହିଥିବା ବେଳେ କଡା ଟକ୍କର ଦେଉଥିବା ମହାମେଣ୍ଟ ୭୦ଟି ସିଟରେ ଆଗୁଆ ରହିଛି । ଅନ୍ୟ ସ୍ୱଧୀନ ଦଳ ଗୁଡିକ ୦୪ଟି ସିଟରେ ଆଗୁଆ ରହିଛନ୍ତି । ତେବେ ଏଥର ବି ବିହାରକୁ ନିଜ ଅକ୍ତିଆରରେ ରଖିବାକୁ ପୁରା ପ୍ର୍ରୟାସ କରିଛି ଏନଡିଏ ।

- Advertisement -

 

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories