www.samajalive.in
Monday, December 8, 2025
14.1 C
Bhubaneswar

ଭୋଗ କରିବା ସମୟରେ ଜାଣି ରଖନ୍ତୁ

ବାର ଅନୁଯାୟୀ ଯଦି ନିର୍ଦ୍ଦିଷ୍ଟ ଭୋଗ ଆମେ ଭଗବାନଙ୍କୁ ଅର୍ପଣ କରୁ, ତେବେ ଏହାର ବିଶେଷ କୃପା ଓ ଆର୍ଶୀବାଦ ପ୍ରାପ୍ତି ହୋଇଥାଏ।
ସୋମବାର – ଏହି ବାରରେ କଦଳୀ ଓ କଞ୍ଚା କ୍ଷୀର ଭୋଗ କଲେ ବହୁ ଶୁଭ ଫଳ ମିଳିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ସୁସଂପର୍କ ରହିଥାଏ।
ମଙ୍ଗଳବାର – ଏହି ଦିନରେ ଉଖୁଡ଼ା ଓ ଖଇ କିମ୍ବା ଖାଲି ଉଖୁଡ଼ା ମଧ୍ୟ ଭୋଗ କଲେ, ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।
ବୁଧବାର – ଏହି ବାରରେ ହଳଦୀ ରଙ୍ଗର ଯେକୌଣସି ଲଡ଼ୁ ଭୋଗ କଲେ ବିଦ୍ୟା ଓ କର୍ମକ୍ଷେତ୍ରରେ ବହୁ ଉନ୍ନତି ହୋଇଥାଏ।
ଗୁରୁବାର – ଏହି ବାରରେ ଛେନା ଭୋଗ କରିବା ଦ୍ୱାରା ଗୃହରେ ଆର୍ଥିକ ଅବସ୍ଥାରେ ବହୁ ଉନ୍ନତି ହୋଇଥାଏ। ମା’ଲକ୍ଷ୍ମୀଙ୍କ ବିଶେଷ କୃପା ଲାଭ ହୋଇଥାଏ।
ଶୁକ୍ରବାର – ଏହି ବାରରେ ଯେକୌଣସି ହଳଦୀ ରଙ୍ଗର ମିଠା ଭୋଗ କଲେ, ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖୁବ ଭଲ ରହିଥାଏ।
ଶନିବାର – ଏହି ବାରରେ ରାଶି ଲଡ଼ୁ କିମ୍ବା ଉଖୁଡ଼ା ଭୋଗକଲେ ବହୁ ଶୁଭ ଫଳ ମିଳିଥାଏ।
ରବିବାର – ଏହି ବାରରେ ମଧ୍ୟ ଯେକୌଣସି ମିଠା ଭୋଗ ମଲେ ଭଗବାନଙ୍କ ବିଶେଷ କୃପା ମିଳିବା ସହ ବହୁ ଉନ୍ନତି ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories