www.samajalive.in
Thursday, December 11, 2025
13.1 C
Bhubaneswar

ଅମ୍ବାନୀ ବିକିବେ ସରକାରଙ୍କ ଶସ୍ତା ସାମଗ୍ରୀ, କମ୍ ଦାମରେ ଲୋକେ ପାଇବେ ଅଟା-ଚାଉଳ

ନୂଆଦିଲ୍ଲୀ : ଦରବୃଦ୍ଧିକୁ କାବୁ କରିବା ପାଇଁ ସରକାର ଗତ ବର୍ଷ ଶସ୍ତା ଅଟା, ଚାଉଳ, ଡାଲି ବିକିବା ଆରମ୍ଭ କରିଦେଇଥିଲେ । ସରକାର ଭାରତ ବ୍ରାଣ୍ଡ୍ ନାଁରେ ଶସ୍ତା ଡାଲି, ଚାଉଳ, ଅଟା ବିକିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।  ରିଟେଲ୍ ଚେନ୍ ଜରିଆରେ ଲୋକଙ୍କ ପର୍ଯ୍ୟନ୍ତ ଏହାକୁ ପହଞ୍ଚାଇବା ପାଇଁ ଯୋଜନା ଚାଲିଛି । ସରକାର ଏଥିପାଇଁ ଉଦ୍ୟେଗପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ସହିତ ଆଲୋଚନା କରୁଛନ୍ତି ।

ପୂର୍ବରୁ ଭାରତ ବ୍ରାଣ୍ଡର ସାମଗ୍ରୀ ଜିଓମାର୍ଟ, ଆମାଜନ ଓ ବିଗବାସ୍କେଟ ସମେତ ଅନ୍ୟ ଅନ୍ୟ ଇ-କମର୍ସ କମ୍ପାନୀର ପ୍ଲାଟଫର୍ମରେ ଅସ୍ଥାୟୀ ରୂପେ ଉପଲବ୍ଧ ଥିଲା । ଏବେ ସରକାର ଏହାକୁ ଘରୋଇ ରିଟେଲ କମ୍ପାନୀ ସହ ଲଙ୍ଗ୍ ଟର୍ମରେ ଡିଲ୍ କରି ରିଟେଲ ଷ୍ଟୋରରେ ବିକିବାକୁ ଚାହୁଁଛନ୍ତି । ଏମିତି ହେବା ଦ୍ବାରା ଅଧିକ ଲୋକଙ୍କ ପର୍ଯ୍ୟନ୍ତ ଭାରତ ବ୍ରାଣ୍ଡର ଶସ୍ତା ସାମଗ୍ରୀ ପହଞ୍ଚିପାରିବ ।

- Advertisement -

ସାରା ଦେଶରେ ରିଲାଏନ୍ସର ୧୮ ହଜାରରୁ ଅଧିକ ରିଟେଲ ଷ୍ଟୋର ବା ସ୍ମାର୍ଟ ବଜାର ରହିଛି । ଏହା ବ୍ୟତୀତ ଜିଓ ମାର୍ଟ ଭଳି ଅନଲାଇନ୍ ପ୍ଲାଟଫର୍ମ ମଧ୍ୟ ଅଛି । ଏହି ଚୁକ୍ତି ହେବା ଫଳରେ ଲୋକେ ସହଜରେ କମ୍ ଦାମରେ ସାମଗ୍ରୀ ପାଇପାରିବେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories