www.samajalive.in
Monday, December 8, 2025
24.1 C
Bhubaneswar

ବେଗୁନିଆ ବିଭିନ୍ନ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ

ବେଗୁନିଆ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଥିଲା ପ୍ରଥମ ଦିନ ।ବେଗୁନିଆ ବ୍ଲକର ୨୧ ଟି ପଞ୍ଚାୟତରେ ସରପଞ୍ଚ ,ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ପାଇଁ ୫୦ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି ।ସରପଞ୍ଚ ପାଇଁ ଦେଉଳି ଏବଂ ଦୁର୍ଗାପୁରରେ ୪ ଜଣ ଲେଖାଏଁ ବଡବେରଣା ,ବାଘମାରୀ ଏବଂ କୁଞ୍ଜୁରୀ ରେ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସମିତି ସଭ୍ୟ ପାଇଁ ହୀରାପୁର ଏବଂ କୁଂଜୁରୀରେ ଜଣେ ଲେଖାଏଁ ଏବଂ ୱାର୍ଡ ସଭ୍ୟ ପାଇଁ   ,ରାଉତପଡ଼ା ,ବାଘମାରୀ ଏବଂ ଦେଉଳିରେ ୫ ଜଣ ଲେଖାଏଁ, ଦୁର୍ଗାପୁର ରେ ୬ ଜଣ ,ହଜରେ ୪ ଜଣ ,ଗୋବିନ୍ଦପୁର ରେ  ଏବଂ କୁଂଜୁରୀରେ ୩ ଜଣ ଲେଖାଏଁ,ଗଡ଼ମାଣତୀର, ହୀରାପୁର ,ପୋଡାଡିହ ,ରାଧାକାନ୍ତପୁର ,ଶଗଡ଼ଭଙ୍ଗା ଏବଂ ସାରୁଅରେ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories