ଭୁବନେଶ୍ବର : ଓଡିଶାରେ ଶନିବାର ୨୦ଲକ୍ଷ ମାସ୍କ ପହଞ୍ଚିଛି । ଏଥି ମଧ୍ୟରେ ୨୦ହଜାର ଏନ୍-୯୫ ମାସ୍କ ରହିଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆର ସ୍ୱତନ୍ତ୍ର କାର୍ଗୋ ବିମାନରେ ଏହି ମାସ୍କ ପହଞ୍ଚିଛି । ଓଡିଶା ରାଜ୍ୟ ଔଷଧ ନିଗମ ଭଣ୍ଡାରରେ ମାସ୍କ ପହଞ୍ଚିଥିବା ସୂଚନା ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!