ବରଗଡ : ବଜ୍ରପାତରେ ଗୋଟିଏ ପରିବାରର ଚାଲିଗଲା ୩ ଜଣଙ୍କ ଜୀବନ। ଏଭଳି ଅଘଟଣ ପଦ୍ମପୁର ଲଖମରାରେ ଘଟିଛି। ମୃତକ ସମ୍ପର୍କରେ ସ୍ୱାମୀ, ସ୍ତ୍ରୀ, ପୁତୁରା ବୋଲି ଜଣାପଡିଛି। ବିଲରେ କାମ କରିବା ବେଳେ ବଜ୍ରପାତରେ ଏମାନଙ୍କ ମୃତ୍ୟୁ ଘଟିଛି।
ଦେଖନ୍ତୁ ଭିଡିଓ ; ବାଇକ୍ରେ ଆସି ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍
- Advertisement -
ଦେଖନ୍ତୁ ଭିଡିଓ ; ବିଚ୍ ରାସ୍ତାରେ ମହିଳାଙ୍କୁ ଚାପୁଡା ମାରିଲେ ପୁଲିସ, ଆଉ ତା’ପରେ



