ଦେଖନ୍ତୁ ଭିଡିଓ ; ବାଇକ୍‌ରେ ଆସି ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌

ନୂଆଦିଲ୍ଲୀ : ବାଇକ୍‌ରେ ଆସି ଚେନ୍‌ ଲୁଟ୍‌ର ଅନେକ ଘଟଣା ବାରମ୍ବାର ସାମ୍ନାକୁ ଆସିଥାଏ। ଦିନ ଦ୍ୱିପ୍ରହରରେ ମଧ୍ୟ ଚେନ୍‌ ଲୁଟ୍‌ କରି ଫେରାର୍‌ ହୋଇ ଯାନ୍ତି ଦୁର୍ବୃତ୍ତ। ଚେନ୍‌ ଠାରୁ ଆରମ୍ଭ କରି ପର୍ସ ଲୁଟ୍‌ର ଭିଡିଓ ବାରମ୍ବାର ଭାଇରାଲ୍‌ ହେଉଛି । ନିକଟରେ ସୋସିଆଲ ମିଡିଆରେ ଲୁଟ୍‌ର ଏଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ଯାହା ହୋସ୍‌ ଉଡାଇବା ସହ ଭୟଭୀତ ମଧ୍ୟ କରୁଛି। ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିପାରିବେ, ଗୋଟିଏ … Continue reading ଦେଖନ୍ତୁ ଭିଡିଓ ; ବାଇକ୍‌ରେ ଆସି ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌