ଏୟାରଟେଲ୍‌ର କମାଲ୍‌ ; ମାତ୍ର ୧୦୦ ଟଙ୍କାରେ ମିଳିବ ଏସବୁ ସୁବିଧା

ନୂଆଦିଲ୍ଲୀ : ଅନେକ ସମୟରେ ଗ୍ରାହକଙ୍କୁ ଖୁସି କରିବା ପାଇଁ ଟେଲିକମ୍‌ କମ୍ପାନୀ ଗୁଡିକ ଅନେକ ଶସ୍ତା ରିଚାର୍ଜ ପ୍ଲାନ୍‌ ଉପଭୋକ୍ତାଙ୍କ ପାଇଁ ଆଣିଥାଏ। ଏହା ମଧ୍ୟରେ ଏୟାରଟେଲ୍‌ ମାତ୍ର ୧୦୦ ଟଙ୍କାରେ ଏକ ପ୍ଲାନ୍‌ ଆଣିଛି । ବର୍ତ୍ତମାନ ସଭିଏଁ ଆଇପିଏଲ ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ଯଦି ଉପଭୋକ୍ତାଙ୍କୁ ଏହି ସମୟରେ ଡାଟା ସହ ହଟ୍‌ଷ୍ଟାରର ସବସ୍କ୍ରିପସନ୍‌ ମିଳିଲେ, ଲୋକେ ସେଭଳି ରିଚାର୍ଜ ପ୍ଲାନ୍‌ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ଏହି … Continue reading ଏୟାରଟେଲ୍‌ର କମାଲ୍‌ ; ମାତ୍ର ୧୦୦ ଟଙ୍କାରେ ମିଳିବ ଏସବୁ ସୁବିଧା