ଦ୍ୱାରଶୁଣି : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ବିଜୁ ଯୁବ ବାହିନୀ ତରଫରୁ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ପରିସର ମଧ୍ୟରେ ‘ମୁଁ ହିରୋ,ମୁଁ ଓଡ଼ିଆ’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପୁଷ୍ପା ରାଣୀ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଆକର୍ଷଣ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ ପୁଣୀମା ହେମ୍ବ୍ରମ , ମୁଖ୍ୟ ଅତିଥି ଭାବରେ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼.ଦେବାଶିଷ ମାର୍ଣ୍ଡି, ବ୍ଲକ ଚେୟାରମ୍ୟାନ ସୁବୋଧ ମାର୍ଣ୍ଡି,ବିଡିଓ ଡ଼.ଆଶିଷ ରଞ୍ଜନ ସାହୁ ,ମହାବିଦ୍ୟାଳୟ ର ଅଧ୍ୟାପକ ସତ୍ୟନାରାୟଣ ସାମଲ,ରାଜ୍ୟ ବିଜୁ ଯୁବ ବାହିନୀ ର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ଉପସ୍ଥିତ ଥିଲେ।
Popular Categories



