www.samajalive.in
Saturday, December 6, 2025
19.1 C
Bhubaneswar

ବ୍ରହ୍ମେଶ୍ବର କ୍ଲବ ପକ୍ଷରୁ ବନ ମହୋତ୍ସବ

ତେଲକୋଇ : ତେଲକୋଇ ବ୍ଲକ ଖୁଣ୍ଟାପଡା ଗ୍ରାମର ବ୍ରହ୍ମେଶ୍ବର ୟୁଥ୍ ଆସୋସିଏସନ୍ ପକ୍ଷରୁ ଶନିବାର ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଗ୍ରାମର ଖେଳ ପଡିଆ ଚାରିପାଖରେ କୃଷ୍ଣ ଚୂଡା, ରାଧାଚୂଡା‌ ଏବଂ ବଉଳ ଗଛ ଲଗାଯାଇ ଏକ ସବୁଜ ବିପ୍ଲବର ସ୍ଵପ୍ନକୁ ବାସ୍ତବ କରିବା ପାଇଁ ପ୍ରଥମ ପାଦ ଆଗେଇଛନ୍ତି। ଉକ୍ତ କାର୍ୟ୍ୟକ୍ରମରେ ସଭାପତି ଅଭିଷେକ ପ୍ରଧାନ, ଦିପକ କୁମାର ସାହୁ, ରାଜା ସାହୁ, ପୁପୁନ କୁମାର ସାହୁ, ମହେଶ୍ୱର ସାହୁ, ମାନସ ମହାକୁଡ଼, ଜଗଦିଶ ପତି, ବାସୁ , ଲିକୁ, ସନ୍ଦିପ ସାହୁ, ରାମ ସାହୁ, ଗୋବର୍ଦ୍ଧନ, ଫିଲୁ, ଟିଟୁ ସାହୁ, କୁନା ସାହୁ, ସୁଶାନ୍ତ ଏବଂ ସୁନିଲ୍ ସାହୁ ଅଂଶ ଗ୍ରହଣ କରିଥିଲେ ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories