www.samajalive.in
Saturday, December 6, 2025
19.1 C
Bhubaneswar

ଛେଳି ଚୋରି ଅଭିଯୋଗରେ ବନ୍ଧା ହେଲେ ଯୁବକ

ନୀଳଗିରି: ବାଲେଶ୍ଵର ଜିଲା ର ନୀଳଗିରି ବ୍ଲକ ଅଧୀନ ବରହମପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଛେଳି ଚୋରି ସନ୍ଦେହରେ ସୋମବାର ରାତିଠୁ ଗାଁ ଦାଣ୍ଡରେ ବନ୍ଧା ହୋଇଛନ୍ତି ଜଣେ ଯୁବକ। ମିଳିଥିବା ସୂଚନା ଅନୁଯାୟୀ ତେନ୍ତୁଳିଆ ପଞ୍ଚାୟତ ଡାହିସାହି ଗାଁର ହରିସ କୁଅଁରଙ୍କ ଘରେ ଗତକାଲି ରାତିରେ ମୟୁରଭଞ୍ଜ ଜିଲା ଜୟପୁର ଅଞ୍ଚଳର ପାଗୁଲୁ ସିଂ ନାମକ ଜଣେ ଯୁବକ ଛେଳି ଚୋରି କରିବାକୁ ଆସିଥିବା ସନ୍ଦେହ କରି ଲୋକେ ଦଉଡ଼ିରେ ବାନ୍ଧି ପକାଇଛନ୍ତି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଗାଁରେ ଉତେଜନା ଲାଗି ରହିଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories