www.samajalive.in
Thursday, December 11, 2025
15.1 C
Bhubaneswar

ଥିଲେ ରାଜ୍ୟପାଳ : ହେଲେ ମନ୍ତ୍ରୀ

ଲକ୍ଷ୍ନୌ : ଥିଲେ ରାଜ୍ୟପାଳ,ଏବେ କିନ୍ତୁ ମନ୍ତ୍ରୀ। ପୂର୍ବରୁ ଉତ୍ତରାଖଣ୍ଡର ରାଜ୍ୟପାଳ ଥିବା ବେ​‌ବି​‌ ରାଣୀ ମୌର୍ଯ୍ୟ ଶୁକ୍ରବାର ଯୋଗୀ ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ଉତ୍ତରାଖଣ୍ଡର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ସେ ବିଜେପିରେ ରାଷ୍ଟ୍ରୀୟ ଉପ ସଭାପତି ହୋଇଥିଲେ। ଏହା ପରେ ଚଳିତ ବିଧାନସଭା ନିର୍ବାଚନରେ ସେ  ଆଗ୍ରା ଗ୍ରାମୀଣ ଆସନରୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ସେ ମଧ୍ୟ ଆଗ୍ରାର ମେୟର ଥିଲେ। ତାଙ୍କର ରାଜନୈତିକ ଯାତ୍ରା ବେଶ ରୋଚକ ଓ ଆକର୍ଷଣୀୟ ରହିଛି।

ବେ​‌ବି​‌ ରାଣୀ ମୌର୍ଯ୍ୟଙ୍କ ବାପ ଘର ଆଗ୍ରା ବେଲନଙ୍ଗଞ୍ଜରେ ଏବଂ ଶାଶୁ ଘର କାରିଆପ୍ପା ରୋଡ୍ ବାଲୁଗଞ୍ଜରେ । ତାଙ୍କ ସ୍ୱାମୀ ପ୍ରଦୀପ କୁମାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନିର୍ଦ୍ଦେଶକ ତଥା ବରିଷ୍ଠ ପରିଚାଳକ ଭାବେ ଅବସର ଗ୍ରହଣ କରିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories