QNETIC – Mobile

ଫଟୋ କହୁଛି କାହାଣୀ: ଅଗଷ୍ଟ ୫ରେ ଭୂମି ପୂଜନ ନିମନ୍ତେ ସଜେଇ ହେଲାଣି ଅଯୋଧ୍ୟା

ଅଗଷ୍ଟ ୫ ତାରିଖରେ ରାମମନ୍ଦିର ଭୂମିପୂଜା ନିମନ୍ତେ ସଜେଇ ହେଲାଣି ଅଯୋଧ୍ୟା ।

ସାରା ସହରରର ନବୀକରଣ କାର୍ଯ୍ୟ ଚାଲିଛି ।

ବିଭିନ୍ନ ସ୍ଥାନରେ ରଙ୍ଗ ଦେବା କାର୍ଯ୍ୟ ସହ ବିଭିନ୍ନ ସ୍ଥାନରେ ରାମଙ୍କ କାହାଣୀ ଚିତ୍ରରେ ପ୍ରକଟିତ ହୋଇଛି ।

ନଦୀ ଘାଟକୁ ସଫା କରାଯିବା ସହ ବିଭିନ୍ନ ସ୍ଥାନରେ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ ହୋଇଛି ।

ଅଯୋଧ୍ୟା ସହରକୁ ପ୍ରାଚୀନ ତ୍ରେତାଯୁଗର ଅଯୋଧ୍ୟା ପରି ସଜ୍ଜୀକରଣ କରିବାକୁ ନିର୍ଦେଶ ଦିଆଯାଇଛି

ନଦୀଘାଟଠାରୁ ଆରମ୍ଭ କରି ପ୍ରବେଶ ପଥ ପର୍ଯ୍ୟନ୍ତ ପୁରା ସହରକୁ ନୂଆ ରୂପରେ ସଜା ଯାଇଛି ।

(ବିଶେଷ ଦ୍ରଷ୍ଟବ୍ୟ:  ଫଟୋଗୁଡ଼ିକ ସୋସିଆଲ ମିଡ଼ିଆରୁ ସଂଗୃହୀତ)

Comments are closed.