ଭୁବନେଶ୍ବର : ରାଜଧାନୀର ୟୁନିଟ-୯ ସ୍ଥିତ ଗ୍ରୀଡକୋ କଲୋନୀ ପଡ଼ିଆ ଠାରେ ଶନିବାର ଜଣେ ଯୁବକଙ୍କୁ ପ୍ରାୟ ୨୦ରୁ ୩୦ ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଜଣାପଡ଼ିଛି। ଦୁର୍ବୃତ୍ତଙ୍କ ମାରଣାନ୍ତକ ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନେର ଭର୍ତ୍ତି ହୋଇଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।
Popular Categories



