www.samajalive.in
Friday, November 14, 2025
25.1 C
Bhubaneswar

ପଡୋଶୀଙ୍କୁ ଆକ୍ରମଣ ଅଭିଯୋଗରେ ୨ ଭାଇ ଗିରଫ

ପାଟଣା : ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମର ନବୀନ ନାଏକ ଓ ତାଙ୍କ ଭାଇ ମଧୁସୂଦନ ନାଏକଙ୍କୁ ପଡୋଶୀ ପରିବାରକୁ ଧକ୍କା ମାରିବା ସହ ବ୍ଲେଡ଼ରେ ଆକ୍ରମଣ ଅଭିଯୋଗରେ ପାଟଣା ପୁଲିସ ଗିରଫ କରିଛି। କୌଣସି କାରଣରୁ ଏମାନେ ପଡୋଶୀ କୃଷ୍ଣଚନ୍ଦ୍ର ମହାକୁଡ଼ ଓ ତାଙ୍କ ପତ୍ନୀ ଜାନକୀ ମହାକୁଡ଼ଙ୍କୁ ଧକ୍କା ମାରିଥିବାବେଳେ ଝିଅ ସୁଚିସ୍ମିତାକୁ ବ୍ଲେଡରେ ଆକ୍ରମଣ କରି ଗୁରୁତର କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଥାନା କେସ ନଂ ୨୯୩/୨୦୨୪ ମୂଳେ ଏସଆଇ ଲକ୍ଷ୍ମଣ ମାଝୀ ଘଟଣାର ତଦନ୍ତ କରିବା ସହ ଆଜି ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗୁରୁତର ଯୁବତୀ ଚିକିତ୍ସାଧୀନ ଥିବା ଜଣାପଡିଛି।

 

Hot this week

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

ବିହାର ଜନାଦେଶ: ଏନଡିଏକୁ ବଡ ସଫଳତା, ପଛରେ ମହାମେଣ୍ଟ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ପାର...

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

Related Articles

Popular Categories