ସୋର : ସୋର କଲେଜ ଛକ ନିକଟରେ ଥିବା ଏକ ଏଟିଏମ୍କୁ ଦୁର୍ବୃତ୍ତମାନେ ତାଡି ନେଇଛନ୍ତି। ଦୁର୍ବୃତ୍ତମାନେ ସୋମବାର ବିଳମ୍ବିତ ରାତିରେ ଗ୍ୟାସ କଟର ଦ୍ବାରା ଫେଟେରାଲ ବ୍ୟାଙ୍କ ଏଟିଏମ୍କୁ କାଟି ଲୁଟ କରିଥିବା ଜଣାପଡିଛି। ତେବେ ଏଟିଏମ୍ରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories


