www.samajalive.in
Friday, December 5, 2025
27.1 C
Bhubaneswar

ଆସିଫ୍ ଅଲ୍ଲୀ ଜର୍ଦାରୀ ଦ୍ୱିତୀୟ ଥର ପାଇଁ ହୋଇପାରନ୍ତି ପାକିସ୍ତାନର ରାଷ୍ଟ୍ରପତି

ଡେସ୍କ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରୀ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହୋଇପାରନ୍ତି। ତାଙ୍କ ରାଜନୈତିକ ଦଳ ‘ପାକିସ୍ତାନ ପିପୁଲ୍ସ ପାର୍ଟି’ ନୱାଜ ସରିଫଙ୍କ ‘ପାକିସ୍ତାନ ମୁସଲିମ ଲିଗ୍-ନୱାଜ’ ସହ ମେଣ୍ଟ କରି କେନ୍ଦ୍ରରେ ସରକାର ଗଠନ କରିବେ ବୋଲି ଜଣାପଡିଛି। ସାଧାରଣ ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ପାକିସ୍ତାନରେ ଦୁଇ ଦଳ ମେଣ୍ଟ କରିଛନ୍ତି। ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ଶେହବାଜ ସରିଫ୍ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ପିଏମଏଲ-ଏନ ଓ ପିପିପି ସହ ପିଏମଏଲ-କ୍ୟୁ ଆଇପିପି ଏବଂ ବିଏପି କେନ୍ଦ୍ରରେ ମେଣ୍ଟ ସରକାର ଗଠନ କରିବାକୁ ରାଜି ହୋଇଛନ୍ତି। ଏଭଳି ସ୍ଥିତି ଲାଗି ରହିଲେ ପାକିସ୍ତାନରେ ପିଏମଏଲ-ଏନର ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ଓ ପିପିପିର ପ୍ରାର୍ଥୀ ରାଷ୍ଟ୍ରପତି ହେବେ।

ପତ୍ନୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହାଭାରତର କୃଷ୍ଣ

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories