www.samajalive.in
Monday, December 8, 2025
24.1 C
Bhubaneswar

ଆମ ସାହସୀ ସୈନିକଙ୍କ ବୀରତା, ସଂକଳ୍ପ ଓ ବଳିଦାନକୁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ଆଜି ସଶସ୍ତ୍ର ବାହିନୀ ପତାକା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହା ଆମର ସାହସୀ ସୈନିକମାନଙ୍କ ବୀରତ୍ୱ, ସଂକଳ୍ପ ଏବଂ ବଳିଦାନକୁ ସ୍ମରଣ କରିବାର ସମୟ। ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ଯୋଗଦାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ମୋଦୀ ଲେଖିଛନ୍ତି,’ସଶସ୍ତ୍ର ବାହିନୀ ପତାକା ଦିବସ ଆମ ସାହସୀ ସୈନିକଙ୍କ ବୀରତ୍ୱ, ସଂକଳ୍ପ ଏବଂ ବଳିଦାନକୁ ସ୍ମରଣ କରିବାର ଦିନ। ସେମାନଙ୍କ ସାହସିକତା ଆମକୁ ପ୍ରେରଣା ଦେଇଥାଏ, ସେମାନଙ୍କ ବଳିଦାନ ଆମକୁ ନମ୍ର କରିଥାଏ ଏବଂ ସେମାନଙ୍କର ସମର୍ପଣ ଆମକୁ ସୁରକ୍ଷିତ ରଖିଥାଏ। ଆସନ୍ତୁ ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିରେ ମଧ୍ୟ ଯୋଗଦାନ କରିବା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories