www.samajalive.in
Sunday, December 14, 2025
23.1 C
Bhubaneswar

ଚମ୍ପିଆନ୍ସ ଟ୍ରଫି: ଟସ ଜିତି ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା

ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଦୃଢ଼ ସ୍ଥିତିରେ ରହିଛି। ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ଜାରି ରଖିଥିବାବେଳେ ୨୪ ଓଭର ଖେଳ ଶେଷ ସୁଦ୍ଧା ୧ ଉଇକେଟ ବିନିମୟରେ ୧୩୧ ରନ ସଂଗ୍ରହ କରିଛି। ଆଫଗାନିସ୍ତାନ ପ୍ରଥମ ଥର ଲାଗି ଚମ୍ପିଆନ୍ସ ଟ୍ରଫିରେ ସାମିଲ ହୋଇଛି। ଦକ୍ଷିଣ ଆଫ୍ରିକା ଓପନର ରିୟାନ ରିକେଲଟନ ୭୪ ବଲରେ ୭୨ ରନ ଏବଂ ଅଧିନାୟକ ଟେମ୍ବା ବବୁମା ୫୯ ବଲରେ ୪୮ ରନ କରି ଖେଳୁଛନ୍ତି। ଟୋନି ଡି’ ଜର୍ଜି ୧୧ ରନ କରି ଏକମାତ୍ର ଖେଳାଳି ଭାବେ ଆଉଟ ହୋଇଛନ୍ତି। ଆଫଗାନ ବୋଲର ମହମ୍ମଦ ନବି ୫ ଓଭରରେ ୨୫ ରନ ଦେଇ ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି।

 

Hot this week

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

Related Articles

Popular Categories