www.samajalive.in
Monday, December 8, 2025
13.1 C
Bhubaneswar

ଓଲଟିଲା ପଶୁ ବୋଝେଇ କଣ୍ଟେନର ; ୬ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମୁରାଦାବାଦ ଜିଲାର ଗଜରୋଲା ଅଞ୍ଚଳରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଷ୍ଟ୍ରୀୟ ରାଜପଥରେ ବ୍ରଜଘାଟ ଥାନା ନିକଟରେ ମୋହମ୍ମଦାବାଦ ଗାଁ ନିକଟରେ ପଶୁ ବୋଝେଇ କଣ୍ଟେନରର ସମ୍ମୁଖ ଭାଗ ଟାୟାର ଫାଟି କଣ୍ଟେନର ଭାରସାମ୍ୟ ହରାଇ ଗଭୀର ଗାତ (ଖାଇ ) ମଧ୍ୟକୁ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୬ ଜଣ ବେପାରୀଙ୍କର ମୃତ୍ୟୁ ହେବା ସହ ୧୨ ଜଣ ପଶୁଙ୍କର ମଧ୍ୟ ମୃତ୍ୟୁ ହୋଇଛି। କଣ୍ଟେନରଟି ରାଜସ୍ଥାନ ଜୟପୁରରୁ ଚୋଧରପୁର ଆସୁଥିବା ସମୟରେ ରାସ୍ତାରେ ଏହି ଅଘଟଣ ଘଟିଛି। ଦୁର୍ଘଟଣା ପରେ ରାସ୍ତା ଜାମ ହେବା ସହ କିଛି ସମୟ ଗମନାମଗନ ପ୍ରଭାବିତ ହୋଇଥିଲା।

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories