ନୂଆଦିଲ୍ଲୀ: ଇତିହାସ ରଚିଲା ଇସ୍ରୋ। ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଶନିବାର ପୂର୍ବାହ୍ନ ୧୧ଟା ୫୦ରେ ଶ୍ରୀହରିକୋଟା ସ୍ପେସ ସେଣ୍ଟରରୁ ଉତକ୍ଷେପଣ ହେଲା ‘ଆଦିତ୍ୟ ଏଲ୧’। ପିଏସଏଲଭି-ସି୫୭ରେ ‘ଆଦିତ୍ୟ ଏଲ୧’ର ଉତ୍କ୍ଷେପଣ କରାଯାଇଛି। ‘ଆଦିତ୍ୟ ଏଲ୧’କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ୪ ମାସ ସମୟ ଲାଗିବ। ୧୫ ଲକ୍ଷ କିମି ଅତିକ୍ରମ କରିବାକୁ ୪ ମାସ ସମୟ ଲାଗିବ।
Popular Categories



