www.samajalive.in
Monday, December 8, 2025
27.1 C
Bhubaneswar

ରିଲିଜ୍‍ ହେଲା ‘ଗୁଞ୍ଜନ ସକ୍ସେନା : ଦି କାର୍‍ଗିଲ୍‍ ଗର୍ଲ’ର ପୋଷ୍ଟର

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଗୁଞ୍ଜନ ସକ୍ସେନା : ଦି କାର୍‍ଗିଲ୍‍ ଗର୍ଲ’ର ପୋଷ୍ଟର ରିଲିଜ୍‍ ହୋଇସାରିଛି। ଏଥିରେ ସେ ଦେଶର ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଗୁଞ୍ଜନ ସକ୍ସେନାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରରେ ପଙ୍କଜ ତ୍ରିପାଠୀ, ଜାହ୍ନବୀଙ୍କ ପିତା ଭୂମିକାରେ ନଜର ଆସିବେ। ଏହା ଆସନ୍ତା ବର୍ଷ ୨୦ ମାର୍ଚ୍ଚରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରର ଅନେକ ଗୁଡ଼ିଏ ପୋଷ୍ଟର ସାମ୍ନାକୁ ଆସିଛି।

- Advertisement -

ଗୋଟିଏ ପୋଷ୍ଟରରେ ଜାହ୍ନବୀ ବାୟୁସେନା ପୋଷାକରେ ଚାଲି ଚାଲି ଆସୁଛନ୍ତି ଏବଂ ଅନ୍ୟ ଅଧିକାରୀମାନେ ତାଳି ମାରି ତାଙ୍କୁ ସ୍ୱାଗତ କରୁଛନ୍ତି। ଅନ୍ୟ ଏକ ପୋଷ୍ଟରରେ ଜାହ୍ନବୀ ପଙ୍କଜଙ୍କୁ ଖୁସିର ସହ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories