www.samajalive.in
Thursday, December 11, 2025
18.1 C
Bhubaneswar

ଭାରତରେ ଗଣେଶ ପୂଜା ପାଳନ କରିବେ ଋଷି!

ନୂଆଦିଲ୍ଲୀ : ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ ଅଭିନେତା ଋଷି କପୁର ଅସୁସ୍ଥତା କାରଣରୁ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ତେବେ ସେ ଖୁବଶୀଘ୍ର ଭାରତ ଆସି ପ୍ରିୟଜନଙ୍କ ସହ ଗଣେଶ ପୂଜା ପାଳନ କରିବେ ବୋଲି  ବୁଧୁବାର ସାମଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ,  ନ୍ୟୁୟର୍କରେ ଚିକିତ୍ସିତ ହେବାପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆଗ ଆପେକ୍ଷା ସୁଧୁରିବାରେ ଲାଗିଛି । ଦୀର୍ଘଦିନ ଧରି କପୁର ପରିବାର ଖୁବ ଧୁମଧାମରେ  ଗଣେଶ ଚତୁର୍ଥୀ ପାଳନ କରିଆସୁଛନ୍ତି । ତେବେ ଋଷିଙ୍କ ବିନା ଏହି ପୂଜା ଅଧୁରା ରହିଯିବ। ତେଣୁ ସେ ଏହି ଅବସରରେ ଭାରତ ଆସିବାକୁ ବହୁତ ଚେଷ୍ଟା କରୁଛନ୍ତି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories