www.samajalive.in
Monday, December 8, 2025
24.1 C
Bhubaneswar

ବିବାହରେ ବିଳମ୍ବ ଆପଣଙ୍କ ପାଇଁ ସମସ୍ୟା ପାଲଟିଛି କି? ଶ୍ରାବଣରେ କରନ୍ତୁ ଏହି ଉପାୟ

ଅନେକ ଯୁବକ ଓ ଯୁବତୀଙ୍କ ବିବାହ ସଠିକ୍ ସମୟରେ ହୋଇ ପାରିନଥାଏ । ବୟସ ହୋଇ ଯାଇଥିଲେ ମଧ୍ୟ ସେମାନଙ୍କ ବିବାହରେ ବିଳମ୍ବ ଦେଖାଯାଏ । ଏହାକୁ ନେଇ ପରିବାର ଲୋକ ଅଧିକ ବ୍ୟସ୍ତ ହୋଇଥାଆନ୍ତି । ଏଥିପାଇଁ ଜ୍ୟୋତିବିଦ୍‌ଙ୍କ ପରାମର୍ଶ ନେବା ସହ ବିଭିନ୍ନ ଉପାୟ କରି ଥାଆନ୍ତି । ହେଲେ ବିଶେଷ ସୁଫଳ ମିଳିନଥାଏ ।
ଶ୍ରବଣ ମାସରେ ପାର୍ବତୀ କଠୋର ତପସ୍ୟା କରି ମହାଦେବଙ୍କୁ ବର ସ୍ବରୂପ ପାଇ ଥିବାରୁ ଏହି ମାସକୁ ପବିତ୍ର ମାସ ବୋଲି କୁହାଯାଏ । ତେଣୁ ଏହି ମାସରେ ଅବିବାହିତ ଯୁବକ ଓ ଯୁବତୀ ମହାଦେବଙ୍କୁ ପୂଜା କରିବା ସହ କିଛି ବିଶେଷ ଉପାୟ କରିବା ଦ୍ବାରା ସେମାନଙ୍କ ବିବାହ ଶୀଘ୍ର ଠିକ୍ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ….
ପ୍ରତିଦିନ ସ୍ନାନ ସାରି ମହାଦେବଙ୍କୁ ପୂଜା କରନ୍ତୁ ।
ନିଜ ବୟସ ଅନୁଯାୟୀ ବେଲ ପତ୍ର ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ।
‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ ।
ଦୁଇ ବା ଛଅ ମୁଖୀ ବିଶିଷ୍ଟ ରୁଦ୍ରାକ୍ଷ ଧାରଣ କରନ୍ତୁ ।
ଶ୍ରାବଣ ମାସରେ ସାତ୍ତ୍ବିକ ଭୋଜନ ଗ୍ରହଣ କରନ୍ତୁ ।
ଶ୍ରାବଣ ମାସର ପ୍ରତି ସୋମବାର ଏହି ଉପାୟ କରନ୍ତୁ ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories