ବଡ ଖବର
# ଆଜି ଅପରାହ୍ନ ୨ଟା ୪୩ ମିନିଟ୍ରେ ଉତ୍କ୍ଷେପଣ ହେବ ‘ଚନ୍ଦ୍ରଯାନ-୨’
# ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ, ଧୋନିଙ୍କୁ ବିଶ୍ରାମ
ଆଞ୍ଚଳିକ
# ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା ଗିରଫ
# ନିମାପଡ଼ା ଦେବୀ ମଣ୍ଡପ ସାହିରୁ ଅପହୃତ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ଛାଡ଼ିବା ପାଇଁ ୪୦ ଲକ୍ଷ ଦାବି
# କଳାହାଣ୍ଡି ଜିଲ୍ଲା ଲାଞିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଧିନସ୍ତ ମୂଷିନାଳ ପଞ୍ଚାୟତର କାର୍ଯ୍ୟରତ ସେଲ୍ଫ କଣ୍ଟୋଲ ମେକାନିକ୍ ଭୀମ ଦୋରାକୁ ଘରୁ ଡାକି ନେଇ ମାଓବାଦୀଙ୍କ ନିର୍ମମ ହତ୍ୟା
# କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଶମ୍ଭୁନଗର ପଡ଼ାରେ ଥିବା (ପ୍ରୟାସ) ଭିଜନ୍ ଆଶ୍ରୟ ଗୃହରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ସଂସ୍ଥାର ନିର୍ଦ୍ଦେଶକ ଅଟକ
# ୨୫ ତାରିଖରୁ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
# ସଦସ୍ୟତା ଅଭିଯାନ ମାଧ୍ୟମରେ ସବୁ ବର୍ଗର ଲୋକଙ୍କୁ ଯୋଡିବାର ଆବଶ୍ୟକତା ରହିଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
# ଆଶ୍ରମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନବରଙ୍ଗପୁର ଚନ୍ଦାହାଣ୍ଡି ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
# ପାଟକୁରା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛି ବିଜେପି
# ରାୟଗଡ଼ା ରେଳ ଷ୍ଟେସନରୁ ବିଳାସପୁର-ତିରୁପତି ଏକ୍ସପ୍ରେସ୍ରୁ ୨୭ ଦାଦନ ଶ୍ରମିକ ଉଦ୍ଧାର
# ଅନୁଗୁଳ ବସ୍ଷ୍ଟାଣ୍ଡ ନିକଟ ଏକ ଆହାର କେନ୍ଦ୍ର ପାଖ ଅଳିଆଗଦାରୁ ଦୁଷ୍କର୍ମର ଶିକାର ୮ ବର୍ଷର ନାବାଳିକା ଗୁରୁତର ଅବସ୍ଥାରେ ଉଦ୍ଧାର
ଜାତୀୟ
# ଆତଙ୍କବାଦୀଙ୍କୁ ଅପିଲ କରି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କହିଛନ୍ତି, ଆତଙ୍କବାଦୀମାନେ ପୋଲିସର ଯବାନ ଏବଂ ଏସପିଓଙ୍କୁ ଟାର୍ଗେଟ କରନ୍ତୁ ନାହିଁ, ଯେଉଁମାନେ ରାଜ୍ୟକୁ ଲୁଟିବାରେ ଲାଗିପଡ଼ିଛନ୍ତି, ସେମାନଙ୍କୁ ହତ୍ୟା କରନ୍ତୁ
# ଉତ୍ତରପ୍ରଦେଶ ହାପୁଡରେ ଏକ ସଡ଼କ ଦୁର୍ଘଟଣାରେ ୯ ମୃତ, ୨୦ ଆହତ
# କର୍ଣ୍ଣାଟକ ସଙ୍କଟ, ଆଜି ହୋଇପାରେ ଆସ୍ଥା ଭୋଟ
# ବେନାମୀ ସମ୍ପତ୍ତି ଜବତ କରିବା ପାଇଁ କଠୋର ଆଇନ ପ୍ରଣୟନ କରିବେ ଉତ୍ତରାଖଣ୍ଡ ସରକାର
# ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି – ଆଜି ମୁଁ ସ୍ପଷ୍ଟ ଭାବରେ କହିପାରୁଛି କି, ଭଲ ଦିନ ଆସିଯାଇଛି
# ବର୍ଷା ଅଭାବରୁ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ଚାଷୀ ନିରାଶ
# ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ, ଧୋନିଙ୍କୁ ବିଶ୍ରାମ
# ଭାରତକୁ ସଂପୂର୍ଣ୍ଣ ଭାବେ ବୁଝିବାକୁ ହେଲେ ସଂସ୍କୃତ ଭାଷାର ଜ୍ଞାନ ରହିବା ଦରକାର ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ
# ଆଜି ଅପରାହ୍ନ ୨ଟା ୪୩ ମିନିଟ୍ରେ ଉତ୍କ୍ଷେପଣ ହେବ ‘ଚନ୍ଦ୍ରଯାନ-୨’
# ସୋନଭଦ୍ରାରେ ଗୁଳିକାଣ୍ଡରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିଜନଙ୍କୁ ସାକ୍ଷାତ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
# ବିହାର ଓ ଆସାମରେ ବର୍ଷା ଜନିତ ବନ୍ୟାରେ ୧୫୦ ଜଣ ମୃତ
ଅନ୍ତର୍ଜାତୀୟ
# ପାକିସ୍ତାନର ହସ୍ପିଟାଲ ବାହାରେ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣରେ ୯ ମୃତ, ୩୦ ଆହତ
# ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଆମେରିକା ବିମାନବନ୍ଦରରେ ସ୍ୱାଗତ କରିବା ପାଇଁ ଆମେରିକାର କୌଣସୀ ବରିଷ୍ଠ ଅଧିକାରୀ ଯାଇନଥିବା ସୂଚନା ମିଳିଛି
# ଇରାନ ପକ୍ଷରୁ ଷ୍ଟେଟ ଅଫ୍ ହୋର୍ମୁଜରେ ଜବତ କରାଯାଇଥିବା ବ୍ରିଟିଶ୍ ତେଲ ଟ୍ୟାଙ୍କର ଷ୍ଟେନା ଇମପେରୋ ଜାହାଜରେ ଥିବା ସମସ୍ତ ୨୩ ଜଣ କ୍ରୁ ମେମ୍ୱର ସୁରକ୍ଷିତ
# ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନରେ ପ୍ରତ୍ୟେକ ଦିନ ୧୫ ରୁ ୩୫ ଜଣ ଆତ୍ମହତ୍ୟା କରୁଥିବା ଖବର ମିଳିଛି



