www.samajalive.in
Monday, December 8, 2025
13.1 C
Bhubaneswar

ଓଡିଶା ସମେତ ୧୯ଟି ରାଜ୍ୟରେ ସିବିଆଇ ଚଢଉ

ନୂଆଦିଲ୍ଲୀ : ଓଡିଶା ସମେତ ୧୯ଟି ରାଜ୍ୟରେ ମଙ୍ଗଳବାର ସିବିଆଇ ଚଢଉ କରିଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ହେରଫେର ଭଳି ୩୦ ଭିନ୍ନ ଭିନ୍ନ ମାମଲାରେ ମୋଟ୍ ୧୧୦ଟି ସ୍ଥାନରେ ସିବିଆଇର ଚଢଉ ଜାରି ରହିଛି । ମୁମ୍ବାଇ, ଦିଲ୍ଲୀ, ଏନ୍‌ସିଆର୍‌, ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଚଢଉ ଚାଲିଛି ।

ସୂଚନାଯୋଗ୍ୟ, ଜୁଲାଇ ୨ରେ ୧୨ଟି ରାଜ୍ୟର ମୋଟ୍ ୫୦ ସ୍ଥାନରେ ସିବିଆଇ ଚଢଉ କରିଥିଲା । ଦିଲ୍ଲୀ, ମୁମ୍ବାଇ, ଲଧିୟାନା, ଥାଣେ, ପୁଣେ, ବାଲସାଡ, ପଲନୀ, ଗୟା, ଗୁରୁଗ୍ରାମ, ଚଣ୍ଡୀଗଡ଼, ଭୋପାଳ, ସୁରତ, କୋଲାର ଓ ଅନ୍ୟାନ୍ୟ ସ୍ଥାନରେ ଚଢଉ କରାଯାଇଥିଲା ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories