www.samajalive.in
Sunday, December 7, 2025
14.1 C
Bhubaneswar

୩୮ ବର୍ଷରେ ପାଦ ଦେଲେ ଧୋନି

ମୁମ୍ବଇ : ଭାରତୀୟ କ୍ରିକେଟ୍‍ ଦଳର ଅନ୍ୟତମ ସଫଳ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ରବିବାର ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ଅବସରରେ ସେ ତାଙ୍କ ଝିଅ ଜିଭାଙ୍କ ସହ ମିଶି ନିଜ ଜନ୍ମଦିନ କେକ୍‍ କାଟିଛନ୍ତି।

- Advertisement -

ଯାହାର ଏକ ଭିଡିଓ ପତ୍ନୀ ସାକ୍ଷୀ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହି ଭିଡିଓରେ ଧୋନି ଝିଅ, ପତ୍ନୀ, ବନ୍ଧୁ ଓ ପରିବାରବର୍ଗଙ୍କ ସହ ନଜର ଆସିଛନ୍ତି।

ଏହାସହିତ ଭିଡିଓରେ ଧୋନିଙ୍କର କିଛି ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଜନ୍ମଦିନ ଅବସରରେ ଧୋନିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିଛି।

ବିଶ୍ୱ କ୍ରିକେଟ୍‍ର ସର୍ବୋଚ୍ଚ ସଂସ୍ଥା ଆଇସିସି ତାଙ୍କର ଭୁରୀଭୁରୀ ପ୍ରଶଂସା କରିଛି। ଧୋନି କୋଟି କୋଟି କ୍ରିକେଟରଙ୍କ ଆଦର୍ଶ ବୋଲି ଆଇସିସି କହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories