www.samajalive.in
Saturday, December 13, 2025
26.1 C
Bhubaneswar

ମୋଦୀଙ୍କ ନୂଆ କ୍ୟାବିନେଟ

ନୂଆଦିଲ୍ଲୀ :  ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ମୋଦୀଙ୍କ  ପୂର୍ବ କ୍ୟାବିନେଟରେ ସ୍ଥାନ ପାଇଥିବା ଅନେକ ମନ୍ତ୍ରଙ୍କୁ ଏଥର ମଧ୍ୟ ସ୍ଥାନ ମିଳିଛି । ଆଜି ମୋଦୀଙ୍କ  ୫୮ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି ।

କ୍ୟାବିନେଟ ମନ୍ତ୍ରୀ

୧.ରାଜନାଥ ସିଂହ
୨.ଅମିତ ଶାହା
୩.ନୀତିନ ଗଡ଼କରୀ
୪.ଡି ଭି ସଦାନନ୍ଦଗୌଡା
୫.ନିର୍ମଳା ସୀତା ରମଣ
୬.ରାମ ବିଳାଶ ପାଶୱାନ
୭.ନରେନ୍ଦ୍ର ସିଂହ ତୋମାର
୮.ରବି ଶଙ୍କର ପ୍ରସାଦ
୯.ହରସିମରତ କୌର ବାଦଲ
୧୦.ଥାୱର ଚନ୍ଦ ଗେହେଲଟ
୧୧.ଡ଼କ୍ଟର ଏସ. ଜୟଶଙ୍କର
୧୨.ରମେଶ ପେଖରିୟାଲ ନିଶଙ୍କ
୧୩.ଅର୍ଜ୍ଜୁନ ମୁଣ୍ଡା
୧୪.ସ୍ମୃତି ଇରାନୀ
୧୫.ଡ଼କ୍ଟର ହର୍ଷବର୍ଦ୍ଧନ
୧୬.ପ୍ରକାଶ ଜାଭଡେକର
୧୭.ପିୟୁଷ ଗୋୟଲ
୧୮.ଧର୍ମେନ୍ଦ୍ର ପ୍ରଧାନ
୧୯.ମୁକ୍ତାର ଆବସ ନକଭୀ
୨୦.ପ୍ରହ୍ଲାଦ ଯୋଶୀ
୨୧.ଡ଼କ୍ଟର ମହେନ୍ଦ୍ର ନାଥ ପାଣ୍ଡେ
୨୨.ଅରବିନ୍ଦ ସାୱନ୍ତ
୨୩.ଗିରିରାଜ ସିଂହ
୨୪.ଗଜେନ୍ଦ୍ର ସିଂହ ​ଶେଖାୱତ

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ)

୧.ସନ୍ତୋଷ  କୁମାର ଗଙ୍ଗୱାର
୨.ରାଓ ଇନ୍ଦ୍ରଜିତ ସିଂହ
୩.ଶ୍ରୀପଦ ୟେଶୋ ନାୟକ
୪.ଡ଼କ୍ଟର ଜି​ତେନ୍ଦ୍ର ସିଂହ
୫.କିରଣ ରିଜୁଜୁ
୬.ପ୍ରହ୍ଲାଦ ସିଂହ ପଟେଲ
୭.ରାଜ କୁମାର ସିଂହ
୮.ହରଦୀପ ସିଂହ ପୁରୀ
୯.ମନସୁଖ ଲାଲ ମାଣ୍ଡଭ୍ୟା

- Advertisement -

ରାଷ୍ଟ୍ରମନ୍ତ୍ରୀ

୧.ଫଗନ ସିଂହ ପୁଲସ୍ତେ
୨.ଅଶ୍ବିନୀ କୁମାର ଚୌବେ
୩.ଅର୍ଜୁନ ରାମ ମେଘୱାଲ
୪.ଜେନେରାଲ ବିଜୟ କୁମାର ସିଂହ
୫.କୃଷ୍ଣ ପାଲ ଗୁର୍ଜର
୬.ରାଓସାହେବ ଦାଦାରାଓ ଦାନବେ
୭.ଜି. କିଷନ ରେଡ୍ଡୀ
୮.ପୁରୁଷୋତ୍ତମ ରୂପାଲା
୯.ରାମଦାସ ଅଠାୱାଲେ
୧୦.ସାଧ୍ବୀ ନିରଞ୍ଜନ ଜ୍ୟୋତି
୧୧.ବାବୁଲ ସୁପ୍ରିୟୋ
୧୨ଡ଼କ୍ଟର ସଞ୍ଜୀବ କୁମାର ବାଲ୍ୟାନ
୧୩.ଘୋତ୍ରେ ସଞ୍ଜୟ ଶ୍ୟାମ ରାଓ
୧୪.ଅନୁରାଗ ସିଂହ ଠାକୁର
୧୫.ସୁରେଶ ଅଙ୍ଗାଦି
୧୬.ନିତ୍ୟାନନ୍ଦ ରାୟ
୧୭.ରତନ ଲାଲ କଟ୍ଟାରିୟା
୧୮.ବି. ମୁରଲୀଧରନ
୧୯.ରେଣୁକା ସିଂହ ସରୁତା
୨୦.ସୋମ ପ୍ରକାଶ
୨୧.ରାମେଶ୍ବର ତେଲି
୨୨.ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
୨୩.କୈଳାଶ ଚୌଧୁରୀ
୨୪.ଦେବଶ୍ରୀ ଚୌଧୁରୀ

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories