କେନ୍ଦୁଝର : କେନ୍ଦୁଝର ଜିଲା ବୋଲାଣିପସି-କଣ୍ଟିଆପୋଡା ରାସ୍ତାରେ ଜଣେ ଏଲଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି। ଏଜେଣ୍ଟଙ୍କ ନାମ ଭୀମସେନ ମହାନ୍ତ ବୋଲି ଜଣାପଡିଛି। ସେ ବୁଧବାର ଅପରାହ୍ନ ସମୟରେ ସାହାରାପୋଡାର ଦିଗପସିରୁ କେନ୍ଦୁଝର ଯାଉଥିଲେ। ସେହି ସମୟରେ ୨ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କ ଠାରୁ ପର୍ସ ଓ ଟଙ୍କା ବ୍ୟାଗ ଛଡାଇ ନେଇ ପଳାଇଥିଲେ।
Popular Categories



