www.samajalive.in
Monday, December 8, 2025
24.1 C
Bhubaneswar

ମୋବାଇଲ ନମ୍ବରରୁ ଜାଣନ୍ତୁ ଭାଗ୍ୟ

ମୋବାଇଲ ନମ୍ବର ମଣିଷ ଭାଗ୍ୟକୁ ପ୍ରଭାବିତ କରିଥାଏ । ଯେପରି ଗ୍ରହ-ନକ୍ଷତ୍ରର ପ୍ରଭାବ ମଣିଷ ଭାଗ୍ୟ ଉପରେ ପଡିଥାଏ ଠିକ୍ ସେହିପରି ନମ୍ବର ବ୍ୟକ୍ତିତ୍ଵ ଓ ଭାଗ୍ୟକୁ ପ୍ରଭାବିତ କରିଥିଏ ।

 

- Advertisement -

ଅଙ୍କଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ମୋବାଇଲ ନମ୍ବରରେ ଅଧିକ ଥର ୮ ଅଙ୍କ ଥାଏ, ତେବେ ତାହା ଶୁଭ ନୁହେଁ । ଏହା ଦ୍ବରା ବାରମ୍ବାର ସମାଲୋଚନର ସାମ୍ନା କରିବାକୁ ପଡିଥାଏ । ଏହା ବଦ ଖର୍ଚ ମଧ୍ୟ ବୃଦ୍ଧି ହୋଇଥାଏ ।

୯ ନମ୍ବର ଅଙ୍କ ବହୁତ ଶୁଭ ବୋଲି କୁହାଯାଏ । ଏହି ଅଙ୍କ ମୋବାଇଲ ନମ୍ବରର ଅଧିକ ଥର ରହିଲେ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ । ଏହି ଅଙ୍କ ଆପଣଙ୍କ ଧନ ଓ ଜ୍ଞାନ ବୃଦ୍ଧିରେ ସାହଯ୍ୟ କରିବା ସହ ଆପଣଙ୍କୁ ପରୋପକାରୀ କରିଥାଏ । ଛାତ୍ର, ଲେଖକ, ଦାର୍ଶନିକ ଏବଂ ରଚନାତ୍ମକ ବ୍ୟକ୍ତିତ୍ଵ ପାଇଁ ଏହି ଅଙ୍କ ବିଶେଷ ଫଳପ୍ରଦ ଅଟେ ।

ସେହିପରି ଯଦି ଆପଣ ଗାୟକ, ସଙ୍ଗୀତକାର, ଚିତ୍ରକାର ଅଥବା ଅନ୍ୟ କଳା ସହ ଜଡିତ ଅଛନ୍ତି ତେବେ ୩ ଓ ୪ ଅଙ୍କ ଥିବା ନମ୍ବର ଚୟନ କରନ୍ତୁ । ଏହା ଆପଣଙ୍କ ପାଇଁ ଲାଭଦାୟକ ଅଟେ ।

ଖେଳ ଜଗତ, ପୁଲିସ ଏବଂ ସେନା ଆଦି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ୬, ୭ ଏବଂ ୨ ଅଙ୍କ ଶୁଭ ଅଟେ ।

ରାଜନୀତି ତଥା ଶିକ୍ଷା କ୍ଷେତ୍ରରେ ଥିଲେ ୪ ଓ ୩ ଅଙ୍କ ଥିବା ନମ୍ବର ନିଅନ୍ତୁ । ଏହା ଶୁଭଫଳ ପ୍ରଦାନ କରିବ ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories