www.samajalive.in
Tuesday, December 9, 2025
26.1 C
Bhubaneswar

ବଜାରକୁ ଆସିଲା ଭୋଡ଼ାଫୋନର ନୂଆ ଫାମିଲି ରିଚାର୍ଜ ପ୍ଲାନ, ୧୬ଟଙ୍କାରେ ୧ଜିବି ଡ଼ାଟା

ନୂଆଦିଲ୍ଲୀ : ଭୋଡାଫୋନ ତାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ପ୍ଲାନ ଲଞ୍ଚ କରିଛି। ଯାହାର ନାମ ଫାମିଲି ରିଚାର୍ଜ ପ୍ଲାନ। ଏହି ପ୍ଲାନରେ ଆପଣ ୧୬ଟଙ୍କା ରିଚାର୍ଜ କରିବାଦ୍ବାରା ୧ଜିବି ଡ଼ାଟା ପାଇପାରିବେ। ତେବେ ଆସନ୍ତୁ ଏହି ପ୍ଲାନର ବିଶେଷତ୍ୱ ବିଷୟରେ ଅଧିକ କିଛି ଜାଣିବା-
ଭୋଡାଫୋନର ଏହି ନୂଆ ଫାମିଲି ରିଚାର୍ଜ ପ୍ଲାନର ବୈଧତା ୨୪ଘଣ୍ଟା। ଏହି ଫ୍ଲାନ ଖାସକରି ଅଧିକ ସମୟ ଚଳଚ୍ଚିତ୍ର ଏବଂ ଭିଡିଓ ଦେଖୁଥିବା ଗ୍ରାହକ ମାନଙ୍କ ପାଇଁ ଲଞ୍ଚ କରାଯାଇଛି। କିନ୍ତୁ ଏଥିରେ ଭଏସ୍‍ କଲ ଏବଂ ମେସେଜ କରିବାର ସୁବିଧା ଉପଲବ୍ଧ ନାହିଁ।

courtesy-hindustan

ଏହି ପ୍ଲାନ ଏବେ ସମସ୍ଥ ସର୍କଲ ପାଇଁ ଉପଲବ୍ଧ ନାହିଁ। ଏହା କେବଳ କୋତାଟି ନିଦ୍ଧିଷ୍ଟ ସର୍କଲ ପାଇଁ ଉପଲବ୍ଧ ରହିଛି। ଏହି ପ୍ଲାନକୁ କମ୍ପାନୀର ୱେବସାଇଟ ଭୋଡାଫୋନ ଡଟ୍ ଇନ କିମ୍ବା ଭୋଡାଫୋନ ଆପରୁ ରିଚାର୍ଜ କରିପରିବେ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories