www.samajalive.in
Sunday, December 7, 2025
16.1 C
Bhubaneswar

ମନସ୍କାମନା ପୂର୍ଣ୍ଣ ପାଇଁ ସନ୍ତୁଷ୍ଟ କରନ୍ତୁ ଏହି ଦେବତାଙ୍କୁ

ପ୍ରତ୍ୟେକ ବ୍ୟକ୍ତିର ଇଚ୍ଛା ଅଲଗା ପ୍ରକାରର ଥାଏ। ନିଜ ମନସ୍କାମନା ପୂରଣ ପାଇଁ ଆମକୁ କିଛି ଦାନ କରିବା ପଡିଥାଏ। ଆସନ୍ତୁ ଜାଣିବା କେଉଁ ଜିନିଷ ଦାନ କଲେ କେଉଁ ମନୋକାମନା ପୁର୍ଣ୍ଣ ହୁଏ।

ଧନ ପାଇଁ କିମ୍ବା ସଞ୍ଚୟ ପାଇଁ ଭଗବାନ ନୃସିଂହଙ୍କୁ ନାଗେଶ୍ବର ଫୁଲ ଚଢାନ୍ତୁ। ଫୁଲ ଚଢାଇ ସାରିଲା ପରେ ସେଥିରୁ ଗୋଟିଏ ଘରକୁ ନେଇ ଆସନ୍ତୁ।

- Advertisement -

ଘରର ଆଲମାରୀରେ ଯେଉଁଠି ଟଙ୍କାପଇସା ଓ ସୁନାଗହଣା ରଖୁଛନ୍ତି ସେଠାରେ ଫୁଲଟିକୁ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ଧନ ବୃଦ୍ଧି ହୋଇଥାଏ।

ଯଦି ଜନ୍ମ ଜାତକରେ କାଳସର୍ପ ଦୋଷ ଦେଖାଯାଏ ତେବେ ନୃସିଂହନାଥଙ୍କ ମନ୍ଦିରକୁ ଯାଇ ମୟୂର ପୁଚ୍ଛ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କୁ ଏହି ଦୋଷରୁ ମୁକ୍ତି ମିଳିବ।

କୋର୍ଟ କଚେରୀ ମାମଲାରେ ଫସି ରହିଥିଲେ ନୃସିଂହ ଚତୁର୍ଦ୍ଦଶୀ ଦିନ ଭଗବାନଙ୍କୁ ଦହି ଭୋଗ ଲଗାନ୍ତୁ।

ଅଜଣା ଶତ୍ରୁ ଦ୍ବାରା ଆପଣ ଯଦି ହଇରାଣ ହେଉଛନ୍ତି ତେବେ ନୃସିଂହନାଥଙ୍କୁ ମିଶ୍ରି ଭୋଗ ଲଗାନ୍ତୁ।

ଯଦି ଆପଣଙ୍କ ସହ କେହି ସମ୍ପର୍କ ତୁଟାଇ ଦେଇଛନ୍ତି ତେବେ ସେହି ସମ୍ପର୍କକୁ ପୁଣି ଯୋଡିବା ପାଇଁ ନୃସିଂହନାଥ ମନ୍ଦିରରେ ଲୋକଙ୍କ ଭୋଜନ ପାଇଁ ଅଟା ଦାନ କରନ୍ତୁ।

ଋଣଭାରରେ ବ୍ୟତିବ୍ୟସ୍ତ ହୋଇ ରହିଛନ୍ତି ଓ ସେଥିରୁ ମୁକ୍ତି ମିଳୁ ନାହିଁ ତେବେ ନୃସିଂହନାଥଙ୍କୁ ଚାନ୍ଦିର କିଛି ସାମଗ୍ରୀ ଦାନ କରନ୍ତୁ।

କୌଣସି ରୋଗରୁ ଯଦି ବହୁତ ଦିନ ହେବ ନିସ୍ତାର ପାଇ ପାରୁ ନାହାନ୍ତି ତେବେ ଭଗବାନ ନୃସିଂହନାଥଙ୍କୁ ଚନ୍ଦନ ଲେପ କରି ଗାଧୋଇ ଦିଅନ୍ତୁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories