www.samajalive.in
Sunday, December 7, 2025
16.1 C
Bhubaneswar

ଅର୍ଶ ସମସ୍ୟା ପାଇଁ ଚିନ୍ତିତ କି ? ଖାଆନ୍ତୁ ଏହି ଖାଦ୍ୟ ଦୂର ହେବ ସମସ୍ୟା

ବିଭିନ୍ନ ପ୍ରକାରର ରୋଗ ସ୍ୱାସ୍ଥ୍ୟ ଉପରେ ବହୁ କୁପ୍ରଭାବ ପକାଇଥାଏ। ଯାଦ୍ୱାରା ଆମକୁ ବହୁ କଷ୍ଟ ଅନୁଭୂତ ହୋଇଥାଏ। ସେଭଳି କିଛି ରୋଗ ମଧ୍ୟରୁ ଅର୍ଶ ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା ପାଲଟିଛି। ଏହା କାରଣରୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। କିଛି ଏପରି ଖାଦ୍ୟପଦାର୍ଥ ରହିଛି ଯାହା ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ସେହି ଖାଦ୍ୟପଦାର୍ଥ ବିଷୟରେ….
ଯେଉଁମାନଙ୍କର ଅର୍ଶ ଜନିତ ସମସ୍ୟା ରହିଛି, ସେମାନେ ଦଲିଆ, ଧଳା ପାସ୍ତା ଆଦି ଖାଇପାରିବେ। ଏହି ଖାଦ୍ୟ ଅର୍ଶ ଥିବା ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହୋଇଥାଏ।
ସବୁଜ ପନିପରିବା –
ସବୁଜ ପନିପରିବାରେ ବହୁ ପରିମାଣରେ ଭିଟାମିନ, ମିନେରାଲସ, ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଅର୍ଶ ଥିବା ବ୍ୟକ୍ତିମାନଙ୍କର ହଜମ କ୍ରିୟା ସୂଚାରୁ ରୂପେ ହେବା ଆବଶ୍ୟକ। ତେଣୁ ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଭିଟାମିନ ମିଳିବା ସହ ଅର୍ଶ କଷ୍ଟରୁ ମଧ୍ୟ ମୁକ୍ତି ମିଳେ। ପରିବା ମଧ୍ୟ ବ୍ରୋକୋଲି, ଗାଜର, ବନ୍ଧା କୋବି, କାକୁଡ଼ି, ଟମାଟୋ ଖାଇବା ଲାଭଦାୟକ ଅଟେ।
ଫଳ –
ଫଳରେ ଭିଟାମିନ, ମିନେରାଲସ, ଫାଇବର ଅଧିକ ମାତ୍ରାରେ ରହିଛି। ସେଓ, ଅଙ୍ଗୁର ଆଦି ଖାଇଲେ ଅର୍ଶ କଷ୍ଟରୁ ମୁକ୍ତି ମିଳିଥାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories