www.samajalive.in
Saturday, December 13, 2025
26.1 C
Bhubaneswar

ଆଜିଠାରୁ ଆଇପିଏଲ୍‍ -୨୦୧୯, ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମୁକାବିଲା

ଚେନ୍ନଇ : କ୍ରିକେଟର ମହାକୁମ୍ଭ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍ )-୨୦୧୯ ଶନିବାରଠାରୁ ଆରମ୍ଭ ହେଉଛି। ଚେନ୍ନାଇରେ ପ୍ରଥମ ମ୍ୟାଚରେ ଗତଥରର ଚମ୍ପିୟାନ ଚେନ୍ନଇ ସୁପର୍‍ କିଙ୍ଗସ ବାଙ୍ଗାଲୋରକୁ ଭେଟିବ। ରାତି ୮ଟାରେ ଏହି ମ୍ୟାଚ୍‍ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ୍‍ର ଦୁଇ ମହାନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି ଚେନ୍ନାଇ ଓ ବାଙ୍ଗାଲୋର ଦଳର ନେତୃତ୍ୱ ନେଉଥିବା ବେଳେ କ୍ରିକେଟ ପ୍ରେମୀ ଭଲ ପ୍ରଦର୍ଶନର ଆଶା ରଖିଛନ୍ତି। ତେବେ ରୟାଲ୍‍ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ଏପର୍ଯ୍ୟନ୍ତ ଥରଟିଏ ମଧ୍ୟ ଆଇପିଏଲ୍‍ ଟ୍ରଫି ହାସଲ କରିନଥିବା ବେଳେ ଚେନ୍ନାଇ ସୁପର୍‍ କିଙ୍ଗ୍‍ର୍ସ ଚତୁର୍ଥଥର ପାଇଁ ଟ୍ରଫି ଜିତିବା ପାଇଁ ଆଶା ରଖିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories